ଆନନ୍ଦ ଦେଉନି ଶ୍ରୀଲିଙ୍ଗରାଜଙ୍କ ଆନନ୍ଦ ବଜାର

ଭୁବନେଶ୍ୱର: ଅବଢ଼ା ତିଆରି ଓ ବିକ୍ରି ଦୃଷ୍ଟିରୁ ପୁରୀ ଶ୍ରୀମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପରେ ଶ୍ରୀଲିଙ୍ଗରାଜ ମନ୍ଦିରର ଆନନ୍ଦ ବଜାର ରାଜ୍ୟର ତୃତୀୟ ସର୍ବବୃହତ୍‌। କିନ୍ତୁ ଏହି ଆନନ୍ଦ ବଜାର ଏବେ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଜମାରୁ ଆନନ୍ଦ ଦେଉନି। ଏହାର ଜରାଜୀର୍ଣ୍ଣ ଅବସ୍ଥା ଦେଖି ଶ୍ରଦ୍ଧାଳୁ ନାକ ଟେକୁଛନ୍ତି। ଏତେ ବଡ଼, ଐତିହ୍ୟ ଓ ପୁରୁଣା ମନ୍ଦିରର ଆନନ୍ଦ ବଜାରର ଏ ଅବସ୍ଥା, ବାହାରୁ ଆସୁଥିବା … Continue reading ଆନନ୍ଦ ଦେଉନି ଶ୍ରୀଲିଙ୍ଗରାଜଙ୍କ ଆନନ୍ଦ ବଜାର